# ଲେଖକ ହେରୋଦ ଓ ବାପ୍ତିଜକ ଯୋହନଙ୍କର ମୁଣ୍ଡ ଛେଦନକାରୀ ବିଷୟରେ ପ୍ରାକ ତଥ୍ୟ ପ୍ରକାଶ କରୁଛନ୍ତି I (ଦେଖ: [[rc://*/ta/man/translate/writing-background]]) # he made a dinner for his officials ... of Galilee ଏଠାରେ “ସେ” ଶବ୍ଦ ହେରୋଦକୁ ବୁଝାଏ ଓ ତାହାର ଦାସ ଯେଉଁମାନଙ୍କୁ ଭୋଜନ ପ୍ରସ୍ତୁତ କରିବାକୁ ଆଦେଶ ଦେଲେ I ଅନ୍ୟଏକ ଅନୁବାଦରେ: “ସେ ପାତ୍ର, ମନ୍ତ୍ରୀ, ପ୍ରଧାନ ପ୍ରଧାନ ସେନାପତି ରାତ୍ରି ସମୟରେ ଗୋଟିଏ ଭୋଜ ପ୍ରସ୍ତୁତ କଲେ ... ଗାଲିଲିର” କିମ୍ବା “ ସେ ତାଙ୍କର ଅଧିକାରୀମାନଙ୍କୁ ନିମନ୍ତ୍ରଣ କଲେ ... ଗାଲିଇରେ ତାହାଙ୍କ ସହିତ ଭୋଜନ ଓ ପାନ କରିବେ” # a dinner ରିତିବାଦ ଭୋଜ ବା ଭୋଜି