or_tn/mrk/06/07.md

16 lines
1013 B
Markdown
Raw Permalink Normal View History

2020-11-19 00:15:53 +00:00
# General Information:
୮ ଓ ୯ ପଦରେ ଯୀଶୁଙ୍କର ଉପଦେଶ ଆଉଥରେ କ୍ରମ ଅନୁସାରେ ଭିନ୍ନ କରାଯାଇ ପାରେ ଯାହା ସେ ଶିଷ୍ୟମାନଙ୍କୁ ନକରିବାକୁ କହିଲେ, ଯେପରି UST କରେ I (ଦେଖ: [[rc://*/ta/man/translate/translate-versebridge]])
# Connecting Statement:
ଯୀଶୁ ଶିଷ୍ୟମାନଙ୍କୁ ସୁସମାଚାର ଘୋଷଣ କର ଓ ସୁସ୍ଥ କରିବା ନିମନ୍ତେ ଦୁଇଜଣ କରି ପ୍ରେରଣ କଲେ I
# he called the twelve
ଏଠାରେ “ଆହୁତ” ଶବ୍ଦର ଅର୍ଥ ଯେ ସେ ଦ୍ବାଦଶଙ୍କୁ ତାହାଙ୍କ ନିକଟକୁ ଆସିବା ନିମନ୍ତେ ଆଦେଶ ଦେଲେ I
# two by two
ଜଣ୨ ଜଣ କରି କିମ୍ବା “ଯୋଡି କରି” (ଦେଖ: [[rc://*/ta/man/translate/translate-numbers]])