# General Information: ୮ ଓ ୯ ପଦରେ ଯୀଶୁଙ୍କର ଉପଦେଶ ଆଉଥରେ କ୍ରମ ଅନୁସାରେ ଭିନ୍ନ କରାଯାଇ ପାରେ ଯାହା ସେ ଶିଷ୍ୟମାନଙ୍କୁ ନକରିବାକୁ କହିଲେ, ଯେପରି UST କରେ I (ଦେଖ: [[rc://*/ta/man/translate/translate-versebridge]]) # Connecting Statement: ଯୀଶୁ ଶିଷ୍ୟମାନଙ୍କୁ ସୁସମାଚାର ଘୋଷଣ କର ଓ ସୁସ୍ଥ କରିବା ନିମନ୍ତେ ଦୁଇଜଣ କରି ପ୍ରେରଣ କଲେ I # he called the twelve ଏଠାରେ “ଆହୁତ” ଶବ୍ଦର ଅର୍ଥ ଯେ ସେ ଦ୍ବାଦଶଙ୍କୁ ତାହାଙ୍କ ନିକଟକୁ ଆସିବା ନିମନ୍ତେ ଆଦେଶ ଦେଲେ I # two by two ୨ ଜଣ୨ ଜଣ କରି କିମ୍ବା “ଯୋଡି କରି” (ଦେଖ: [[rc://*/ta/man/translate/translate-numbers]])