or_tn/mrk/02/15.md

16 lines
1.0 KiB
Markdown
Raw Permalink Normal View History

2020-11-19 00:15:53 +00:00
# Connecting Statement:
ଆଉ ସେହି ଦିନ ଯୀଶୁ ଲେବିଙ୍କ ଗୃହରେ ଭୋଜନ କରିବା ପାଇଁ ବସିଲେ I
# Levi's house
ଲେବିଙ୍କ ଗୃହରେ
# sinners
ଯେଉଁ ଲୋକମାନେ ମୋଶାଙ୍କ ବ୍ୟବସ୍ଥା ପାଳନ କରୁ ନଥଲେ କିନ୍ତୁ ଅନ୍ୟମାନଙ୍କ ଶିକ୍ଷା ପାଳନ କରୁଥିଲେ ଯାହା ଅତ୍ୟନ୍ତ ମନ୍ଦ ଥିଲା
# for there were many and they followed him
ସାମ୍ଭାବିତ ଅର୍ଥଗୁଡିକ ୧) “କାରଣ ସେଠାରେ ଅନେକ କରଗ୍ରାହୀ ଏବଂ ପାପୀ ଲୋକମାନେ ଥିଲେ ଯେଉଁମାନେ ଯୀଶୁଙ୍କୁ ଅନୁଗମନ କଲେ “ କିମ୍ବା ) “କାରଣ ଯୀଶୁଙ୍କର ଅନେକ ଶିଷ୍ୟମାନେ ଥିଲେ ଓ ସେମାନେ ତାହାଙ୍କୁ ଅନୁଗମନ କଲେ”