# Connecting Statement: ଆଉ ସେହି ଦିନ ଯୀଶୁ ଲେବିଙ୍କ ଗୃହରେ ଭୋଜନ କରିବା ପାଇଁ ବସିଲେ I # Levi's house ଲେବିଙ୍କ ଗୃହରେ # sinners ଯେଉଁ ଲୋକମାନେ ମୋଶାଙ୍କ ବ୍ୟବସ୍ଥା ପାଳନ କରୁ ନଥଲେ କିନ୍ତୁ ଅନ୍ୟମାନଙ୍କ ଶିକ୍ଷା ପାଳନ କରୁଥିଲେ ଯାହା ଅତ୍ୟନ୍ତ ମନ୍ଦ ଥିଲା # for there were many and they followed him ସାମ୍ଭାବିତ ଅର୍ଥଗୁଡିକ ୧) “କାରଣ ସେଠାରେ ଅନେକ କରଗ୍ରାହୀ ଏବଂ ପାପୀ ଲୋକମାନେ ଥିଲେ ଯେଉଁମାନେ ଯୀଶୁଙ୍କୁ ଅନୁଗମନ କଲେ “ କିମ୍ବା ୨) “କାରଣ ଯୀଶୁଙ୍କର ଅନେକ ଶିଷ୍ୟମାନେ ଥିଲେ ଓ ସେମାନେ ତାହାଙ୍କୁ ଅନୁଗମନ କଲେ”