or_tn/mat/28/01.md

16 lines
1.0 KiB
Markdown
Raw Permalink Normal View History

2020-11-19 00:15:53 +00:00
# Connecting Statement:
ଏହା ଯୀଶୁଙ୍କ ମୃତ୍ୟୁରୁ ପୁନ୍ନରୁଥାନ ବିଷୟରେ ବିବରଣୀର ଆରମ୍ଭ ହୁଏ I
# Now late on the Sabbath, as it began to dawn toward the first day of the week
ବିଶ୍ରାମ ବାର ଶେଷ ହୁଅନ୍ତେ, ଯେମିତି ରବିବାର ସକାଳର ସୁର୍ଯ୍ୟ ଉଦୟ ହୁଅନ୍ତେ
# Now
ଏହି ଶବ୍ଦ ଏଠାରେ ମୁଖ୍ୟ ବିବରଣୀରେ ଏକ ବିରତିକୁ ଚିହ୍ନିତ କରିବା ନିମନ୍ତେ ବ୍ୟବହୃତ ହୋଇଅଛି I ଏଠାରେ ମାଥିଉ ବିବରଣୀର ଏକ ନୁତନ ଭାଗ କହିବା ଆରମ୍ଭ କରୁଛନ୍ତି I
# the other Mary
ଅନ୍ୟ ସ୍ତ୍ରୀ ଯାହାର ନାମ ମରିୟମ I ଏହା ମରିୟମ ଯାକୁବ ଓ ଯୋଶେଫଙ୍କର ମାତା ଅଟନ୍ତି ([ମାଥିଉ ୨୭:୫୬](../27/56.md)) I