# Connecting Statement: ଏହା ଯୀଶୁଙ୍କ ମୃତ୍ୟୁରୁ ପୁନ୍ନରୁଥାନ ବିଷୟରେ ବିବରଣୀର ଆରମ୍ଭ ହୁଏ I # Now late on the Sabbath, as it began to dawn toward the first day of the week ବିଶ୍ରାମ ବାର ଶେଷ ହୁଅନ୍ତେ, ଯେମିତି ରବିବାର ସକାଳର ସୁର୍ଯ୍ୟ ଉଦୟ ହୁଅନ୍ତେ # Now ଏହି ଶବ୍ଦ ଏଠାରେ ମୁଖ୍ୟ ବିବରଣୀରେ ଏକ ବିରତିକୁ ଚିହ୍ନିତ କରିବା ନିମନ୍ତେ ବ୍ୟବହୃତ ହୋଇଅଛି I ଏଠାରେ ମାଥିଉ ବିବରଣୀର ଏକ ନୁତନ ଭାଗ କହିବା ଆରମ୍ଭ କରୁଛନ୍ତି I # the other Mary ଅନ୍ୟ ସ୍ତ୍ରୀ ଯାହାର ନାମ ମରିୟମ I ଏହା ମରିୟମ ଯାକୁବ ଓ ଯୋଶେଫଙ୍କର ମାତା ଅଟନ୍ତି ([ମାଥିଉ ୨୭:୫୬](../27/56.md)) I