or_tn/mat/27/20.md

8 lines
871 B
Markdown
Raw Permalink Normal View History

2020-11-19 00:15:53 +00:00
# Now ... Jesus killed
ଏଠାରେ “ବର୍ତ୍ତମାନ” ମୁଖ୍ୟ ବିବରଣୀର ଧାରାରେ ଏକ ବିରତି ଚିହ୍ନିତ କରିବା ନିମନ୍ତେ ବ୍ୟବହାର କରା ଯାଇଛି I ଏଠାରେ ମାଥିଉ କାହିଁକି ଲୋକମାନେ ବାରବବାକୁ ବାଛିଲେ ତାହାର ପୃଷ୍ଠଭୁମିର ସୂଚନା ଦେଉଛନ୍ତି I (ଦେଖ: [[rc://*/ta/man/translate/writing-background]])
# have Jesus killed
ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ରୋମର ସୈନିକମାନେ ଯୀଶୁଙ୍କୁ ବିନାଶ କଲେ” (ଦେଖ: [[rc://*/ta/man/translate/figs-activepassive]])