# Now ... Jesus killed ଏଠାରେ “ବର୍ତ୍ତମାନ” ମୁଖ୍ୟ ବିବରଣୀର ଧାରାରେ ଏକ ବିରତି ଚିହ୍ନିତ କରିବା ନିମନ୍ତେ ବ୍ୟବହାର କରା ଯାଇଛି I ଏଠାରେ ମାଥିଉ କାହିଁକି ଲୋକମାନେ ବାରବବାକୁ ବାଛିଲେ ତାହାର ପୃଷ୍ଠଭୁମିର ସୂଚନା ଦେଉଛନ୍ତି I (ଦେଖ: [[rc://*/ta/man/translate/writing-background]]) # have Jesus killed ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ରୋମର ସୈନିକମାନେ ଯୀଶୁଙ୍କୁ ବିନାଶ କଲେ” (ଦେଖ: [[rc://*/ta/man/translate/figs-activepassive]])