or_tn/mat/26/56.md

8 lines
829 B
Markdown
Raw Permalink Normal View History

2020-11-19 00:15:53 +00:00
# the writings of the prophets might be fulfilled
ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ମାତ୍ର ଭାବବାଦୀମାନଙ୍କ ଧର୍ମଶାସ୍ତ୍ର ଯେପରି ସଫଳ ହୁଏ, ସେଥିନିମନ୍ତେ ଏ ସମସ୍ତ ଘଟିଅଛି” (ଦେଖ: [[rc://*/ta/man/translate/figs-activepassive]])
# left him
ଯଦି ତୁମ ଭାଷାରେ ଶବ୍ଦ ଅଛି ଯାହାର ଅର୍ଥ ସେମାନେ ତାହାଙ୍କୁ ଛାଡି ଚାଲିଗଲେ କିନ୍ତୁ ପ୍ରକୃତରେ ସେମାନେ ତାହାଙ୍କ ସହିତ ଥିଲେ, ଏଠାରେ ତାହା ବ୍ୟବହାର କର I