# the writings of the prophets might be fulfilled ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ମାତ୍ର ଭାବବାଦୀମାନଙ୍କ ଧର୍ମଶାସ୍ତ୍ର ଯେପରି ସଫଳ ହୁଏ, ସେଥିନିମନ୍ତେ ଏ ସମସ୍ତ ଘଟିଅଛି” (ଦେଖ: [[rc://*/ta/man/translate/figs-activepassive]]) # left him ଯଦି ତୁମ ଭାଷାରେ ଶବ୍ଦ ଅଛି ଯାହାର ଅର୍ଥ ସେମାନେ ତାହାଙ୍କୁ ଛାଡି ଚାଲିଗଲେ କିନ୍ତୁ ପ୍ରକୃତରେ ସେମାନେ ତାହାଙ୍କ ସହିତ ଥିଲେ, ଏଠାରେ ତାହା ବ୍ୟବହାର କର I