or_tn/mat/21/01.md

8 lines
547 B
Markdown
Raw Permalink Normal View History

2020-11-19 00:15:53 +00:00
# Connecting Statement:
ଏହା ଯିରୁଶାଲମରେ ଯୀଶୁଙ୍କ ପ୍ରବେଶର ବିବରଣୀର ଆରମ୍ଭ ଅଟେ I ଏଠାରେ ସେ ତାହାଙ୍କ ଶିଷ୍ୟମାନଙ୍କୁ ସେମାନେ କଅଣ କରିବାକୁ ହେବ ସେହି ବିଷୟରେ ଉପଦେଶ ଦିଅନ୍ତି I
# Bethphage
ଏହା ଯିରୁଶାଲମ ନିକଟସ୍ଥ ଗୋଟିଏ ଗ୍ରାମ ଅଟେ I (ଦେଖ: [[rc://*/ta/man/translate/translate-names]])