# Connecting Statement: ଏହା ଯିରୁଶାଲମରେ ଯୀଶୁଙ୍କ ପ୍ରବେଶର ବିବରଣୀର ଆରମ୍ଭ ଅଟେ I ଏଠାରେ ସେ ତାହାଙ୍କ ଶିଷ୍ୟମାନଙ୍କୁ ସେମାନେ କଅଣ କରିବାକୁ ହେବ ସେହି ବିଷୟରେ ଉପଦେଶ ଦିଅନ୍ତି I # Bethphage ଏହା ଯିରୁଶାଲମ ନିକଟସ୍ଥ ଗୋଟିଏ ଗ୍ରାମ ଅଟେ I (ଦେଖ: [[rc://*/ta/man/translate/translate-names]])