or_tn/mat/17/12.md

16 lines
840 B
Markdown
Raw Permalink Normal View History

2020-11-19 00:15:53 +00:00
# But I tell you
ଏହା ଯୀଶୁ ପରବର୍ତ୍ତୀ କଅଣ କହିବେ ତାହାକୁ ଗୁରୁତ୍ବ ଦିଏ
# they ... their
ଏହି ସମସ୍ତ ଶବ୍ଦର ଅର୍ଥର ବ୍ୟବହାର ହୁଏତ ୧) ଯିହୁଦୀ ନେତାମାନେ କିମ୍ବା ) ସମସ୍ତ ଯିହୁଦୀ ଲୋକମାନେ I
# the Son of Man will also suffer at their hands
ଏଠାରେ “ହସ୍ତ” ଶକ୍ତିକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ସେମାନେ ମନୁଷ୍ୟପୁତ୍ର କ୍ଲେଶ ଦେବେ “ (ଦେଖ: [[rc://*/ta/man/translate/figs-metonymy]])
# Son of Man
ଯୀଶୁଆପଣା ବିଷୟରେ କହନ୍ତି (ଦେଖ: [[rc://*/ta/man/translate/figs-123person]])