# But I tell you ଏହା ଯୀଶୁ ପରବର୍ତ୍ତୀ କଅଣ କହିବେ ତାହାକୁ ଗୁରୁତ୍ବ ଦିଏ # they ... their ଏହି ସମସ୍ତ ଶବ୍ଦର ଅର୍ଥର ବ୍ୟବହାର ହୁଏତ ୧) ଯିହୁଦୀ ନେତାମାନେ କିମ୍ବା ୨) ସମସ୍ତ ଯିହୁଦୀ ଲୋକମାନେ I # the Son of Man will also suffer at their hands ଏଠାରେ “ହସ୍ତ” ଶକ୍ତିକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ସେମାନେ ମନୁଷ୍ୟପୁତ୍ର କ୍ଲେଶ ଦେବେ “ (ଦେଖ: [[rc://*/ta/man/translate/figs-metonymy]]) # Son of Man ଯୀଶୁଆପଣା ବିଷୟରେ କହନ୍ତି (ଦେଖ: [[rc://*/ta/man/translate/figs-123person]])