or_tn/mat/16/18.md

16 lines
2.1 KiB
Markdown
Raw Permalink Normal View History

2020-11-19 00:15:53 +00:00
# I also say to you
ଏହା ଯୀଶୁଙ୍କ ପରବର୍ତ୍ତୀ କଣ କହିବେ ତାହାର ଗୁରୁତ୍ବାରୋପ କରେ I
# you are Peter
ପିତର ନାମର ଅର୍ଥ “ପଥର” (ଦେଖ: [[rc://*/ta/man/translate/figs-explicit]])
# upon this rock I will build my church
ଏଠାରେ ଲୋକମାନଙ୍କୁ ଏକତ୍ରିତ କରିବା ନିମନ୍ତେ “ମୋହର ମଣ୍ଡଳୀ ତୋଳିବି” ଏକ ରୁପକ ଅଟେ ଯେଉଁମାନେ ଯୀଶୁଙ୍କୁ ବିଶ୍ବାସ କରିଛନ୍ତି I ସାମ୍ଭାବିତ ଅର୍ଥଗୁଡିକ ୧) “ଏହି ପଥର” ପିତରଙ୍କୁ ବୁଝାଏ, କିମ୍ବା ) “ଏହି ପଥର” ପିତର [ମାଥିଉ୧୬:୧୬](../16/16.md)ରେ ଯେଉଁ ସତ୍ୟତା ସ୍ବୀକାର କଲେ ତାହାକୁ ଉପସ୍ଥାପନା କରେ I (ଦେଖ: [[rc://*/ta/man/translate/figs-metaphor]])
# The gates of Hades will not prevail against it
ଏଠାରେ “ନର୍କ” ବିଷୟରେ କୁହାଯାଇଛି ଯେପରି ଏହା ଏକ ସହର ଯାହାର କାନ୍ଥ ସହିତ ଦ୍ବାର ଅଛି ଯେଉଁଠି ମୃତ ଲୋକମାନଙ୍କୁ ଭିତରେ ଓ ଅନ୍ୟ ଲୋକମାନଙ୍କୁ ବାହାରେ ରଖାଯାଏ I ଏଠାରେ “ନର୍କ” ମୃତ୍ୟୁକୁ ବୁଝାଏ, ଓ ଏହାର “ଦ୍ବାର” ଶକ୍ତିକୁ ବୁଝାଏ I ସାମ୍ଭାବିତ ଅର୍ଥଗୁଡିକ ୧)”ମୃତ୍ୟୁର ବଳ ମୋହର ମଣ୍ଡଳୀକୁ ପରାଜୟ କରିପାରିବ ନାହିଁ” କିମ୍ବା ) “ମୋହର ମଣ୍ଡଳୀ ମୃତ୍ୟୁର ବଳକୁ ଭାଙ୍ଗିବ ଯେପରି ଜଣେ ସୈନିକ ଦଳ ଏକ ସହରକୁ ଭାଙ୍ଗନ୍ତି I” (ଦେଖ: [[rc://*/ta/man/translate/figs-metaphor]] ଓ [[rc://*/ta/man/translate/figs-metonymy]])