2.1 KiB
I also say to you
ଏହା ଯୀଶୁଙ୍କ ପରବର୍ତ୍ତୀ କଣ କହିବେ ତାହାର ଗୁରୁତ୍ବାରୋପ କରେ I
you are Peter
ପିତର ନାମର ଅର୍ଥ “ପଥର” (ଦେଖ: rc://*/ta/man/translate/figs-explicit)
upon this rock I will build my church
ଏଠାରେ ଲୋକମାନଙ୍କୁ ଏକତ୍ରିତ କରିବା ନିମନ୍ତେ “ମୋହର ମଣ୍ଡଳୀ ତୋଳିବି” ଏକ ରୁପକ ଅଟେ ଯେଉଁମାନେ ଯୀଶୁଙ୍କୁ ବିଶ୍ବାସ କରିଛନ୍ତି I ସାମ୍ଭାବିତ ଅର୍ଥଗୁଡିକ ୧) “ଏହି ପଥର” ପିତରଙ୍କୁ ବୁଝାଏ, କିମ୍ବା ୨) “ଏହି ପଥର” ପିତର ମାଥିଉ୧୬:୧୬ରେ ଯେଉଁ ସତ୍ୟତା ସ୍ବୀକାର କଲେ ତାହାକୁ ଉପସ୍ଥାପନା କରେ I (ଦେଖ: rc://*/ta/man/translate/figs-metaphor)
The gates of Hades will not prevail against it
ଏଠାରେ “ନର୍କ” ବିଷୟରେ କୁହାଯାଇଛି ଯେପରି ଏହା ଏକ ସହର ଯାହାର କାନ୍ଥ ସହିତ ଦ୍ବାର ଅଛି ଯେଉଁଠି ମୃତ ଲୋକମାନଙ୍କୁ ଭିତରେ ଓ ଅନ୍ୟ ଲୋକମାନଙ୍କୁ ବାହାରେ ରଖାଯାଏ I ଏଠାରେ “ନର୍କ” ମୃତ୍ୟୁକୁ ବୁଝାଏ, ଓ ଏହାର “ଦ୍ବାର” ଶକ୍ତିକୁ ବୁଝାଏ I ସାମ୍ଭାବିତ ଅର୍ଥଗୁଡିକ ୧)”ମୃତ୍ୟୁର ବଳ ମୋହର ମଣ୍ଡଳୀକୁ ପରାଜୟ କରିପାରିବ ନାହିଁ” କିମ୍ବା ୨) “ମୋହର ମଣ୍ଡଳୀ ମୃତ୍ୟୁର ବଳକୁ ଭାଙ୍ଗିବ ଯେପରି ଜଣେ ସୈନିକ ଦଳ ଏକ ସହରକୁ ଭାଙ୍ଗନ୍ତି I” (ଦେଖ: [[rc:///ta/man/translate/figs-metaphor]] ଓ [[rc:///ta/man/translate/figs-metonymy]])