or_tn/mat/16/02.md

16 lines
1.0 KiB
Markdown
Raw Permalink Normal View History

2020-11-19 00:15:53 +00:00
# When it is evening
ଏହି ପରିସ୍ଥିତି ଅଧିକ ସ୍ପଷ୍ଟଭାବରେ ଉକ୍ତ କରାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଯଦି ସଂଧ୍ୟାରେ ଆକାଶ ଲାଲବର୍ଣ ହୋଇଥାଏ” କିମ୍ବା “ଯଦି ଆକାଶ ଲାଲବର୍ଣ ଥାଏ ଯେତେବେଳେ ସୁର୍ଯ୍ୟାସ୍ତ ହୁଏ” (ଦେଖ: [[rc://*/ta/man/translate/figs-explicit]])
# When it is evening
ଯେତେବେଳେ ସୁର୍ଯ୍ୟାସ୍ତ ହୁଏ
# fair weather
ଏହାର ଅର୍ଥ ସ୍ପଷ୍ଟ, ସୁସ୍ଥିର ଓ ମନୋହର
# for the sky is red
ଯେପରି ସୁର୍ଯ୍ୟାସ୍ତ ସମୟରେ, ଯିହୁଦୀମାନେ ଜାଣିଥିଲେ ଯଦି ଆକାଶର ରଂଗ ଲାଲବର୍ଣ ହୋଇଥାଏ, ତା’ପରଦିନ ସ୍ପଷ୍ଟ ଓ ସୁସ୍ଥିର ହେବାର ଚିହ୍ନ ଅଟେ I