# When it is evening ଏହି ପରିସ୍ଥିତି ଅଧିକ ସ୍ପଷ୍ଟଭାବରେ ଉକ୍ତ କରାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଯଦି ସଂଧ୍ୟାରେ ଆକାଶ ଲାଲବର୍ଣ ହୋଇଥାଏ” କିମ୍ବା “ଯଦି ଆକାଶ ଲାଲବର୍ଣ ଥାଏ ଯେତେବେଳେ ସୁର୍ଯ୍ୟାସ୍ତ ହୁଏ” (ଦେଖ: [[rc://*/ta/man/translate/figs-explicit]]) # When it is evening ଯେତେବେଳେ ସୁର୍ଯ୍ୟାସ୍ତ ହୁଏ # fair weather ଏହାର ଅର୍ଥ ସ୍ପଷ୍ଟ, ସୁସ୍ଥିର ଓ ମନୋହର # for the sky is red ଯେପରି ସୁର୍ଯ୍ୟାସ୍ତ ସମୟରେ, ଯିହୁଦୀମାନେ ଜାଣିଥିଲେ ଯଦି ଆକାଶର ରଂଗ ଲାଲବର୍ଣ ହୋଇଥାଏ, ତା’ପରଦିନ ସ୍ପଷ୍ଟ ଓ ସୁସ୍ଥିର ହେବାର ଚିହ୍ନ ଅଟେ I