or_tn/mat/12/19.md

16 lines
987 B
Markdown
Raw Permalink Normal View History

2020-11-19 00:15:53 +00:00
# Connecting Statement:
ମାଥିଉ ଯିଶାଇୟ ଭାବବାଦୀଙ୍କ ବାକ୍ୟ ଉଦ୍ଧୃତ କରୁଛନ୍ତି I
# neither will anyone hear his voice
ଏଠାରେ ଲୋକମାନେ ତାହାଙ୍କ ସ୍ବର ନଶୁଣିବା ତାହାଙ୍କ ଉଚ୍ଚସ୍ବର ନ କରିବା ବୁଝାଏ I ଅନ୍ୟ ଏକ ଅନୁବାଦରେ: “ସେ ଉଚ୍ଚ ସ୍ବର କରିବେ ନାହିଁ” (ଦେଖ: [[rc://*/ta/man/translate/figs-metonymy]])
# He ... his
ଏହି ବାକ୍ୟର ସମସ୍ତ ବାକ୍ୟ ଈଶ୍ବରଙ୍କ ମନୋନିତ ଦାସଙ୍କୁ ବୁଝାଏ I
# in the streets
ଏହା ଏକ ରୁଢି ଅଟେ ଯାହାର ଅର୍ଥ “ସର୍ବସାଧାରଣରେ” I ଅନ୍ୟ ଏକ ଅନୁବାଦରେ: “ସହର ଓ ନଗର ଗୁଡିକରେ” (ଦେଖ: [[rc://*/ta/man/translate/figs-idiom]])