# Connecting Statement: ମାଥିଉ ଯିଶାଇୟ ଭାବବାଦୀଙ୍କ ବାକ୍ୟ ଉଦ୍ଧୃତ କରୁଛନ୍ତି I # neither will anyone hear his voice ଏଠାରେ ଲୋକମାନେ ତାହାଙ୍କ ସ୍ବର ନଶୁଣିବା ତାହାଙ୍କ ଉଚ୍ଚସ୍ବର ନ କରିବା ବୁଝାଏ I ଅନ୍ୟ ଏକ ଅନୁବାଦରେ: “ସେ ଉଚ୍ଚ ସ୍ବର କରିବେ ନାହିଁ” (ଦେଖ: [[rc://*/ta/man/translate/figs-metonymy]]) # He ... his ଏହି ବାକ୍ୟର ସମସ୍ତ ବାକ୍ୟ ଈଶ୍ବରଙ୍କ ମନୋନିତ ଦାସଙ୍କୁ ବୁଝାଏ I # in the streets ଏହା ଏକ ରୁଢି ଅଟେ ଯାହାର ଅର୍ଥ “ସର୍ବସାଧାରଣରେ” I ଅନ୍ୟ ଏକ ଅନୁବାଦରେ: “ସହର ଓ ନଗର ଗୁଡିକରେ” (ଦେଖ: [[rc://*/ta/man/translate/figs-idiom]])