or_tn/mat/05/20.md

12 lines
857 B
Markdown
Raw Permalink Normal View History

2020-11-19 00:15:53 +00:00
# For I say to you
ଏହା ଯୀଶୁ ପରବର୍ତ୍ତୀ କ”ଣ କହିବେ ତାହାକୁ ଗୁରୁତ୍ବାରୋପ କରେ I
# you ... your ... you
ଏଗୁଡିକ ବହୁବାଚକ ଅଟନ୍ତି (ଦେଖ: [[rc://*/ta/man/translate/figs-you]])
# that unless your righteousness exceeds ... Pharisees, you will in no way enter
ଏହାକୁ କର୍ତ୍ତୁବାଚ୍ୟରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “କାରଣ ପ୍ରବେଶ କରିବା ନିମନ୍ତେ ତୁମ୍ଭମାନଙ୍କ ଧାର୍ମିକତା ... ଫାରୁଶୀମାନଙ୍କ ଧାର୍ମିକତା ଅପେକ୍ଷା ଅଧିକ ବେଶୀ ନହେଲେ” (ଦେଖ: [[rc://*/ta/man/translate/figs-doublenegatives]])