# For I say to you ଏହା ଯୀଶୁ ପରବର୍ତ୍ତୀ କ”ଣ କହିବେ ତାହାକୁ ଗୁରୁତ୍ବାରୋପ କରେ I # you ... your ... you ଏଗୁଡିକ ବହୁବାଚକ ଅଟନ୍ତି (ଦେଖ: [[rc://*/ta/man/translate/figs-you]]) # that unless your righteousness exceeds ... Pharisees, you will in no way enter ଏହାକୁ କର୍ତ୍ତୁବାଚ୍ୟରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “କାରଣ ପ୍ରବେଶ କରିବା ନିମନ୍ତେ ତୁମ୍ଭମାନଙ୍କ ଧାର୍ମିକତା ... ଫାରୁଶୀମାନଙ୍କ ଧାର୍ମିକତା ଅପେକ୍ଷା ଅଧିକ ବେଶୀ ନହେଲେ” (ଦେଖ: [[rc://*/ta/man/translate/figs-doublenegatives]])