or_tn/mat/04/07.md

12 lines
1.2 KiB
Markdown
Raw Permalink Normal View History

2020-11-19 00:15:53 +00:00
# General Information:
୭ ପଦରେ, ଯୀଶୁ ଶୟତାନକୁ ଦ୍ବିତୀୟ ବିବରଣୀର ଆଉଏକ ବାକ୍ୟ ଉଦ୍ଦୃତ କରି ଧମକ ଦେଲେ I
# Again it is written
ଏହା ବୁଝାଯାଏ ଯେ ଯୀଶୁ ପୁନର୍ବାର ଶାସ୍ତ୍ରରୁ ବାକ୍ୟ ଉଦ୍ଧୃତ କରୁଛନ୍ତି I ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ପୁନର୍ବାର, ମୁ ତୁମକୁ କହୁଅଛି ଯାହା ମୋଶା ଶାସ୍ତ୍ରରେ ଉଲ୍ଲେଖ କରିଛନ୍ତି” (ଦେଖ: [[rc://*/ta/man/translate/figs-activepassive]] ଓ [[rc://*/ta/man/translate/figs-ellipsis]])
# You must not test
ଏଠାରେ “ତୁମେ” ଯେକୌଣସି ବ୍ୟକ୍ତିକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ଜଣେ ପରୀକ୍ଷା କରିବା ଉଚିତ ନୁହେ” କିମ୍ବା “ଯେକୌଣସି ବ୍ୟକ୍ତି ପରୀକ୍ଷା କରିବା ଉଚିତ ନୁହେ”