# General Information: ୭ ପଦରେ, ଯୀଶୁ ଶୟତାନକୁ ଦ୍ବିତୀୟ ବିବରଣୀର ଆଉଏକ ବାକ୍ୟ ଉଦ୍ଦୃତ କରି ଧମକ ଦେଲେ I # Again it is written ଏହା ବୁଝାଯାଏ ଯେ ଯୀଶୁ ପୁନର୍ବାର ଶାସ୍ତ୍ରରୁ ବାକ୍ୟ ଉଦ୍ଧୃତ କରୁଛନ୍ତି I ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ପୁନର୍ବାର, ମୁ ତୁମକୁ କହୁଅଛି ଯାହା ମୋଶା ଶାସ୍ତ୍ରରେ ଉଲ୍ଲେଖ କରିଛନ୍ତି” (ଦେଖ: [[rc://*/ta/man/translate/figs-activepassive]] ଓ [[rc://*/ta/man/translate/figs-ellipsis]]) # You must not test ଏଠାରେ “ତୁମେ” ଯେକୌଣସି ବ୍ୟକ୍ତିକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ଜଣେ ପରୀକ୍ଷା କରିବା ଉଚିତ ନୁହେ” କିମ୍ବା “ଯେକୌଣସି ବ୍ୟକ୍ତି ପରୀକ୍ଷା କରିବା ଉଚିତ ନୁହେ”