or_tn/mat/02/22.md

16 lines
674 B
Markdown
Raw Permalink Normal View History

2020-11-19 00:15:53 +00:00
# Connecting Statement:
ଏହା ବିବରଣୀର ଶେଷ ଅଂଶ ଯାହା [ମାଥିଉ :୧]( ../02/01.md)ରେ ଯିହୁଦୀମାନଙ୍କ ନୁତନ ରାଜାଙ୍କୁ ବଧ କରିବା ନିମନ୍ତେ ହେରୋଦଙ୍କର ପ୍ରଚେଷ୍ଟା ବିଷୟ ଆରମ୍ଭ ହୋଇଥିଲା I
# But when he heard
କିନ୍ତୁ ଯେତେବେଳେ ଯୋଷେଫ ଶୁଣିଲେ
# Archelaus
ଏହା ହେରୋଦଙ୍କ ପୁତ୍ରର ନାମ ଅଟେ (ଦେଖ: [[rc://*/ta/man/translate/translate-names]])
# he was afraid
ଯୋଷେଫ ଭୟଭୀତ ହେଲେ