# Connecting Statement: ଏହା ବିବରଣୀର ଶେଷ ଅଂଶ ଯାହା [ମାଥିଉ ୨:୧]( ../02/01.md)ରେ ଯିହୁଦୀମାନଙ୍କ ନୁତନ ରାଜାଙ୍କୁ ବଧ କରିବା ନିମନ୍ତେ ହେରୋଦଙ୍କର ପ୍ରଚେଷ୍ଟା ବିଷୟ ଆରମ୍ଭ ହୋଇଥିଲା I # But when he heard କିନ୍ତୁ ଯେତେବେଳେ ଯୋଷେଫ ଶୁଣିଲେ # Archelaus ଏହା ହେରୋଦଙ୍କ ପୁତ୍ରର ନାମ ଅଟେ (ଦେଖ: [[rc://*/ta/man/translate/translate-names]]) # he was afraid ଯୋଷେଫ ଭୟଭୀତ ହେଲେ