or_tn/luk/20/24.md

12 lines
691 B
Markdown
Raw Permalink Normal View History

2020-11-19 00:15:53 +00:00
# a denarius
ଏହା ଏକ ରୋମୀୟ ରୌପ୍ୟ ମୁଦ୍ରା ଅଟେ, ଯାହାର ମୂଲ୍ୟ ଗୋଟିଏ ଦିନର ମଜୁରି ଅଟେ I (ଦେଖ: [[rc://*/ta/man/translate/translate-bmoney]])
# Whose image and inscription does it have?
ଯେଉଁମାନେ ତାଙ୍କୁ ଫାନ୍ଦରେ ପକାଇବାକୁ ଚେଷ୍ଟା କରୁଥିଲେ ସେମାନଙ୍କୁ ପ୍ରତ୍ୟୁତ୍ତର ଦେବା ପାଇଁ ଯୀଶୁ ଏକ ପ୍ରଶ୍ନ ବ୍ୟବହାର କଲେ I (ଦେଖ: [[rc://*/ta/man/translate/figs-rquestion]])
# image and inscription
ଛବି ଏବଂ ନାମ