# a denarius ଏହା ଏକ ରୋମୀୟ ରୌପ୍ୟ ମୁଦ୍ରା ଅଟେ, ଯାହାର ମୂଲ୍ୟ ଗୋଟିଏ ଦିନର ମଜୁରି ଅଟେ I (ଦେଖ: [[rc://*/ta/man/translate/translate-bmoney]]) # Whose image and inscription does it have? ଯେଉଁମାନେ ତାଙ୍କୁ ଫାନ୍ଦରେ ପକାଇବାକୁ ଚେଷ୍ଟା କରୁଥିଲେ ସେମାନଙ୍କୁ ପ୍ରତ୍ୟୁତ୍ତର ଦେବା ପାଇଁ ଯୀଶୁ ଏକ ପ୍ରଶ୍ନ ବ୍ୟବହାର କଲେ I (ଦେଖ: [[rc://*/ta/man/translate/figs-rquestion]]) # image and inscription ଛବି ଏବଂ ନାମ