or_tn/luk/18/intro.md

22 lines
3.6 KiB
Markdown
Raw Permalink Normal View History

2020-11-19 00:15:53 +00:00
# ଲୂକ 18 ସାଧାରଣ ଟିପ୍ପଣୀଗୁଡିକ
## ଗଠନ ଓ ଆକୃତି
ଯୀଶୁ ଦୁଇଟି ଦୃଷ୍ଟାନ୍ତ କହିଲେ ([ଲୂକ18:1-8](./01.ମଝି) ଓ [ଲୂକ 18:9-14](./09.ମଝି)) ତା’ପରେ ଶିକ୍ଷା ଦେଲେ ଯେ ତାଙ୍କର ଅନୁଗାମୀମାନଙ୍କୁ ନମ୍ର ହେବାକୁ ପଡ଼ିବ ([ଲୂକ18:15-17] (./15.ମଝି)) ପୁଣି ତାଙ୍କର ନିଜସ୍ଵ ସବୁକିଛି ଦରିଦ୍ରମାନଙ୍କୁ ସାହାଯ୍ୟ କରିବା ନିମନ୍ତେ ଦେବାକୁ ପଡିବ ([ଲୂକ18:18-30] (./ 18. ମଝି)) ଏବଂ ତାଙ୍କୁ ଯେ ଶୀଘ୍ର ମରିବାକୁ ହେବ ତାହା ଅପେକ୍ଷା କରିବାକୁ ହେବ, ତା’ପରେ ସେମାନେ ସମସ୍ତେ ଯିରୂଶାଲମକୁ ଯିବା ଆରମ୍ଭ କଲେ, ଏବଂ ଯୀଶୁ ଏକ ଅନ୍ଧ ଲୋକକୁ ସୁସ୍ଥ କଲେ ([ଲୂକ18:35-43] (./ 35. ମଝି)) I
## ଏହି ଅଧ୍ୟାୟରେ ବିଶେଷ ଚିନ୍ତାଧାରାଗୁଡିକ
### ବିଚାରକର୍ତ୍ତାମାନେ
ଲୋକମାନେ ଅପେକ୍ଷା କରୁଥିଲେ ଯେ ବିଚାରକର୍ତ୍ତାମାନେ ଈଶ୍ୱର ଯାହା ଠିକ ବୋଲି କହିଛନ୍ତି ତାହା ସର୍ବଦା କରନ୍ତୁ ପୁଣି ଏହା ସୁନିଶ୍ଚିତ କରନ୍ତୁ ଯେ ଅନ୍ୟ ଲୋକମାନେ ମଧ୍ୟ ଯାହା ଠିକ ତାହା କରନ୍ତୁ I କିନ୍ତୁ କେତେକ ବିଚାରକର୍ତ୍ତାମାନେ ଉତ୍ତମ କାର୍ଯ୍ୟ କରିବା ବିଷୟରେ ଯତ୍ନଶୀଳ ନ ଥିଲେ ବା ଅନ୍ୟମାନେ ଠିକ କାର୍ଯ୍ୟ କରିବା ବିଷୟକୁ ନିଶ୍ଚିତ କରୁ ନ ଥିଲେ I ଯୀଶୁ ଏପ୍ରକାରର ବିଚାରକର୍ତ୍ତାଙ୍କୁ ଅନ୍ୟାୟୀ ବୋଲି କହୁଥିଲେ I (ଦେଖ: [[rc://*/tw/dict/bible/kt/justice]])
### ଫାରୂଶୀ ଏବଂ କରଗ୍ରାହୀମାନେ
ଫାରୂଶୀମାନେ ଭାବୁଥିଲେ ଯେ ସେମାନେ ନିଜେ ଉତ୍ତମ ଆଦର୍ଶ ଧାର୍ମିକଲୋକ ଅଟନ୍ତି, ଓ ସେମାନେ ଭାବୁଥିଲେ ଯେ କରଗ୍ରାହୀମାନେ ଅତିଶୟ ଅଧାର୍ମିକ ପାପୀ ଅଟନ୍ତି I (ଦେଖ: [[rc://*/tw/dict/bible/kt/righteous]] ଏବଂ [[rc://*/tw/dict/bible/kt/righteous]] ଏବଂ [[rc://*/tw/dict/bible/kt/sin]])
## ଏହି ଅଧ୍ୟାୟରେ ଥିବା ଅନ୍ୟାନ୍ୟ ସାମ୍ଭାବ୍ୟ ଅନୁବାଦଜନିତ ଅସୁବିଧାଗୁଡିକ
### “ମନୁଷ୍ୟପୁତ୍ର”
ଏହି ଅଧ୍ୟାୟରେ ଯୀଶୁ ଆପଣାକୁ “ମନୁଷ୍ୟପୁତ୍ର” ଭାବରେ ଉଲ୍ଲେଖ କରନ୍ତି ([ଲୂକ18:8] (../../ଲୂକ/18/08. ମଝି)) I ତୁମ ଭାଷା ହୁଏତ ଆପଣାମାନଙ୍କ ବିଷୟରେ କହିବାକୁ ଲୋକମାନଙ୍କୁ ଅନୁମତି ଦିଏ ନାହିଁ ସତେ ଯେପରି ସେମାନେ ଅନ୍ୟ କାହା ବିଷୟରେ କହୁଥିଲେ I (ଦେଖ: [[rc://*/tw/dict/bible/kt/sonofman]] ଓ [[rc://*/ta/man/translate/figs-123person]])