or_tn/luk/16/13.md

32 lines
1.7 KiB
Markdown
Raw Permalink Normal View History

2020-11-19 00:15:53 +00:00
# No servant can
ଜଣେ ଦାସ କରିପାରିବ ନାହିଁ
# serve two masters
ଏହା ସୂଚାଏ ଯେ ସେ “ସମାନ ସମୟରେ ଦୁଇ ଜଣ ବିଭିନ୍ନ ପ୍ରଭୁର ସେବା କରିପାରିବ ନାହିଁ”
# for either he will hate ... or else he will be devoted
ଏହି ଦୁଇଟି ଖଣ୍ଡବାକ୍ୟ ମୂଳତଃ ସମାନ ଅଟେ I କେବଳ ଏକମାତ୍ର ତାତ୍ପର୍ଯ୍ୟପୂର୍ଣ୍ଣ ଭିନ୍ନତା ଏହି ଯେ ପ୍ରଥମ ଖଣ୍ଡବାକ୍ୟରେ ପ୍ରଥମ ପ୍ରଭୁକୁ ଘୃଣା କରାଯାଇଛି, କିନ୍ତୁ ଦ୍ୱିତୀୟ ଖଣ୍ଡବାକ୍ୟରେ ଦ୍ୱିତୀୟ ପ୍ରଭୁକୁ ଘୃଣା କରାଯାଇଛି I
# he will hate
ଦାସ ଘୃଣା କରିବ
# he will be devoted to one
ଜଣକୁ ଅତି ଦୃଢ଼ ଭାବରେ ପ୍ରେମ କରିବ
# despise the other
ଅନ୍ୟକୁ ଅବମାନନା କରିବ ବା “ଅନ୍ୟକୁ ଘୃଣା କରିବ”
# despise
ଏହା ପୂର୍ବବର୍ତ୍ତୀ ଖଣ୍ଡବାକ୍ୟର “ଘୃଣା କରିବା” ସହିତ ମୂଳତଃ ସମାନ ଅଟେ I
# You cannot serve
ଯୀଶୁ ଦଳେ ଲୋକମାନଙ୍କ ସହିତ କଥାବାର୍ତ୍ତା କରୁଥିଲେ, ତେଣୁ ଯେଉଁ ଭାଷାଗୁଡିକରେ “ତୁମ୍ଭମାନଙ୍କ” ଶବ୍ଦର ବହୁବଚନର ରୂପ ଅଛି ସେମାନେ ତାହା ବ୍ୟବହାର କରି ପାରିବେ I (ଦେଖ: [[rc://*/ta/man/translate/figs-you]])