# No servant can ଜଣେ ଦାସ କରିପାରିବ ନାହିଁ # serve two masters ଏହା ସୂଚାଏ ଯେ ସେ “ସମାନ ସମୟରେ ଦୁଇ ଜଣ ବିଭିନ୍ନ ପ୍ରଭୁର ସେବା କରିପାରିବ ନାହିଁ” # for either he will hate ... or else he will be devoted ଏହି ଦୁଇଟି ଖଣ୍ଡବାକ୍ୟ ମୂଳତଃ ସମାନ ଅଟେ I କେବଳ ଏକମାତ୍ର ତାତ୍ପର୍ଯ୍ୟପୂର୍ଣ୍ଣ ଭିନ୍ନତା ଏହି ଯେ ପ୍ରଥମ ଖଣ୍ଡବାକ୍ୟରେ ପ୍ରଥମ ପ୍ରଭୁକୁ ଘୃଣା କରାଯାଇଛି, କିନ୍ତୁ ଦ୍ୱିତୀୟ ଖଣ୍ଡବାକ୍ୟରେ ଦ୍ୱିତୀୟ ପ୍ରଭୁକୁ ଘୃଣା କରାଯାଇଛି I # he will hate ଦାସ ଘୃଣା କରିବ # he will be devoted to one ଜଣକୁ ଅତି ଦୃଢ଼ ଭାବରେ ପ୍ରେମ କରିବ # despise the other ଅନ୍ୟକୁ ଅବମାନନା କରିବ ବା “ଅନ୍ୟକୁ ଘୃଣା କରିବ” # despise ଏହା ପୂର୍ବବର୍ତ୍ତୀ ଖଣ୍ଡବାକ୍ୟର “ଘୃଣା କରିବା” ସହିତ ମୂଳତଃ ସମାନ ଅଟେ I # You cannot serve ଯୀଶୁ ଦଳେ ଲୋକମାନଙ୍କ ସହିତ କଥାବାର୍ତ୍ତା କରୁଥିଲେ, ତେଣୁ ଯେଉଁ ଭାଷାଗୁଡିକରେ “ତୁମ୍ଭମାନଙ୍କ” ଶବ୍ଦର ବହୁବଚନର ରୂପ ଅଛି ସେମାନେ ତାହା ବ୍ୟବହାର କରି ପାରିବେ I (ଦେଖ: [[rc://*/ta/man/translate/figs-you]])