or_tn/luk/12/36.md

12 lines
964 B
Markdown
Raw Permalink Normal View History

2020-11-19 00:15:53 +00:00
# be like people waiting for their master
ଯୀଶୁ ଶିଷ୍ୟମାନଙ୍କୁ ତାଙ୍କ ପୁନରାଗମନ ପାଇଁ ପ୍ରସ୍ତୁତ ହୋଇ ରହିବାକୁ ଆଜ୍ଞା ଦିଅନ୍ତି, ଠିକ ଯେଉଁ ପ୍ରକାରେ ଦାସମାନେ ସେମାନଙ୍କ ମୁନୀବଙ୍କ ଫେରିବା ପାଇଁ ପ୍ରସ୍ତୁତ ହୋଇ ରହିଥାଆନ୍ତି I (ଦେଖ: [[rc://*/ta/man/translate/figs-simile]])
# he returns from the marriage feast
ଗୋଟିଏ ବିବାହ ଉତ୍ସବରୁ ଗୃହକୁ ଫେରନ୍ତି
# open the door for him
ଏହା ମୁନୀବଙ୍କ ଗୃହର ଦ୍ୱାରକୁ ସୂଚାଇଥାଏ I ତାଙ୍କ ପାଇଁ ଦ୍ୱାର ଫିଟାଇ ଦେବା ଦାସମାନଙ୍କର ଦାୟିତ୍ଵ ଥିଲା I (ଦେଖ: [[rc://*/ta/man/translate/figs-explicit]])