# be like people waiting for their master ଯୀଶୁ ଶିଷ୍ୟମାନଙ୍କୁ ତାଙ୍କ ପୁନରାଗମନ ପାଇଁ ପ୍ରସ୍ତୁତ ହୋଇ ରହିବାକୁ ଆଜ୍ଞା ଦିଅନ୍ତି, ଠିକ ଯେଉଁ ପ୍ରକାରେ ଦାସମାନେ ସେମାନଙ୍କ ମୁନୀବଙ୍କ ଫେରିବା ପାଇଁ ପ୍ରସ୍ତୁତ ହୋଇ ରହିଥାଆନ୍ତି I (ଦେଖ: [[rc://*/ta/man/translate/figs-simile]]) # he returns from the marriage feast ଗୋଟିଏ ବିବାହ ଉତ୍ସବରୁ ଗୃହକୁ ଫେରନ୍ତି # open the door for him ଏହା ମୁନୀବଙ୍କ ଗୃହର ଦ୍ୱାରକୁ ସୂଚାଇଥାଏ I ତାଙ୍କ ପାଇଁ ଦ୍ୱାର ଫିଟାଇ ଦେବା ଦାସମାନଙ୍କର ଦାୟିତ୍ଵ ଥିଲା I (ଦେଖ: [[rc://*/ta/man/translate/figs-explicit]])