or_tn/luk/10/03.md

8 lines
1.2 KiB
Markdown
Raw Permalink Normal View History

2020-11-19 00:15:53 +00:00
# Go on your way
ନଗରମାନଙ୍କୁ ଯାଅ ବା “ଲୋକମାନଙ୍କ ନିକଟକୁ ଯାଅ”
# I send you out as lambs in the midst of wolves
ହେଟାବାଘମାନେ ମେଷଗୁଡିକକୁ ଆକ୍ରମଣ କରନ୍ତି ଓ ବଧ କରନ୍ତି I ଅତଏବ, ଏହି ଉପମା ବୁଝାଏ ଯେ ଏପରି ଲୋକମାନେ ଅଛନ୍ତି ଯେଉଁମାନେ ଯୀଶୁ ପ୍ରେରଣ କରୁଥିବା ଶିଷ୍ୟମାନଙ୍କ କ୍ଷତି କରିବାକୁ ଚେଷ୍ଟା କରିବେ I ଅନ୍ୟ ପଶୁଗୁଡିକର ନାମସବୁ ପ୍ରତିସ୍ଥାପିତ କରାଯାଇ ପାରିବ I ବିକଳ୍ପ ଅନୁବାଦ: “ଯେତେବେଳେ ମୁଁ ତୁମ୍ଭମାନଙ୍କୁ ବାହାରକୁ ପ୍ରେରଣ କରେ, ହେଟାବାଘମାନେ ମେଷଗୁଡିକକୁ ଯେପରି ଆକ୍ରମଣ କରନ୍ତି, ସେପରି ଲୋକମାନେ ତୁମ୍ଭମାନଙ୍କ କ୍ଷତି କରିବାକୁ ଇଚ୍ଛା କରିବେ” (ଦେଖ: [[rc://*/ta/man/translate/figs-simile]])