# Go on your way ନଗରମାନଙ୍କୁ ଯାଅ ବା “ଲୋକମାନଙ୍କ ନିକଟକୁ ଯାଅ” # I send you out as lambs in the midst of wolves ହେଟାବାଘମାନେ ମେଷଗୁଡିକକୁ ଆକ୍ରମଣ କରନ୍ତି ଓ ବଧ କରନ୍ତି I ଅତଏବ, ଏହି ଉପମା ବୁଝାଏ ଯେ ଏପରି ଲୋକମାନେ ଅଛନ୍ତି ଯେଉଁମାନେ ଯୀଶୁ ପ୍ରେରଣ କରୁଥିବା ଶିଷ୍ୟମାନଙ୍କ କ୍ଷତି କରିବାକୁ ଚେଷ୍ଟା କରିବେ I ଅନ୍ୟ ପଶୁଗୁଡିକର ନାମସବୁ ପ୍ରତିସ୍ଥାପିତ କରାଯାଇ ପାରିବ I ବିକଳ୍ପ ଅନୁବାଦ: “ଯେତେବେଳେ ମୁଁ ତୁମ୍ଭମାନଙ୍କୁ ବାହାରକୁ ପ୍ରେରଣ କରେ, ହେଟାବାଘମାନେ ମେଷଗୁଡିକକୁ ଯେପରି ଆକ୍ରମଣ କରନ୍ତି, ସେପରି ଲୋକମାନେ ତୁମ୍ଭମାନଙ୍କ କ୍ଷତି କରିବାକୁ ଇଚ୍ଛା କରିବେ” (ଦେଖ: [[rc://*/ta/man/translate/figs-simile]])