or_tn/luk/06/46.md

8 lines
724 B
Markdown
Raw Permalink Normal View History

2020-11-19 00:15:53 +00:00
# General Information:
ଯେଉଁ ଗୃହ ସୁଅଠାରୁ ନିରାପଦ ରହିବ ଏପରି ପାଷାଣ ଉପରେ ଗୃହ ନିର୍ମାଣ କରୁଥିବା ଜଣେ ବ୍ୟକ୍ତି ସହିତ ଯୀଶୁ ତାଙ୍କ ଶିକ୍ଷାକୁ ପାଳନ କରୁଥିବା ବ୍ୟକ୍ତିକୁ ତୁଳନା କରନ୍ତି I (ଦେଖ : [[rc://*/ta/man/translate/figs-simile]] )
# Lord, Lord
ଏହି ଶବ୍ଦଗୁଡିକର ପୂନରାବୃତ୍ତି ସୂଚାଏ ଯେ ସେମାନେ ନିୟମିତ ଭାବରେ ଯୀଶୁଙ୍କୁ “ପ୍ରଭୁ” ବୋଲି ସମ୍ବୋଧନ କରୁଥିଲେ I