# General Information: ଯେଉଁ ଗୃହ ସୁଅଠାରୁ ନିରାପଦ ରହିବ ଏପରି ପାଷାଣ ଉପରେ ଗୃହ ନିର୍ମାଣ କରୁଥିବା ଜଣେ ବ୍ୟକ୍ତି ସହିତ ଯୀଶୁ ତାଙ୍କ ଶିକ୍ଷାକୁ ପାଳନ କରୁଥିବା ବ୍ୟକ୍ତିକୁ ତୁଳନା କରନ୍ତି I (ଦେଖ : [[rc://*/ta/man/translate/figs-simile]] ) # Lord, Lord ଏହି ଶବ୍ଦଗୁଡିକର ପୂନରାବୃତ୍ତି ସୂଚାଏ ଯେ ସେମାନେ ନିୟମିତ ଭାବରେ ଯୀଶୁଙ୍କୁ “ପ୍ରଭୁ” ବୋଲି ସମ୍ବୋଧନ କରୁଥିଲେ I