or_tn/luk/06/01.md

24 lines
2.7 KiB
Markdown
Raw Permalink Normal View History

2020-11-19 00:15:53 +00:00
# General Information:
ଏହି ସ୍ଥାନରେ ଥିବା “ତୁମ୍ଭେମାନେ” ଶବ୍ଦ ବହୁବଚନ ଅଟେ, ଏବଂ ଏହା ଶିଷ୍ୟମାନଙ୍କୁ ବୁଝାଏ I (ଦେଖ: [[rc://*/ta/man/translate/figs-explicit]] )
# Connecting Statement:
ଯୀଶୁ ଓ ତାଙ୍କର ଶିଷ୍ୟମାନେ ଶସ୍ୟକ୍ଷେତ୍ର ମଧ୍ୟ ଦେଇ ଯାତ୍ରା କରୁଥିବା ସମୟରେ, କେତେକ ଫାରୁଶୀମାନେ ଶିଷ୍ୟମାନଙ୍କୁ ପ୍ରଶ୍ନ ପଚାରିବା ଆରମ୍ଭ କଲେ ଯେ ବିଶ୍ରାମବାରରେ, ଯାହାକି ଈଶ୍ୱରଙ୍କ ବ୍ୟବସ୍ଥା ଅଟେ ଓ ଯାହା ଈଶ୍ୱରଙ୍କ ପାଇଁ ପୃଥକ୍ କରାଯାଇଛି, ସେହି ଦିନରେ ସେମାନେ କ'ଣ କରୁଛନ୍ତି I
# Now it happened that
ଏହି ସ୍ଥାନରେ ଏହି ବାକ୍ୟାଂଶ କାହାଣୀର ଏକ ନୂତନ ଅଂଶର ଆରମ୍ଭକୁ ଚିହ୍ନିତ କରିବା ନିମନ୍ତେ ବ୍ୟବହୃତ ହୋଇଛି I ଯଦି ତୁମର ଭାଷାରେ ଏହା କରିବା ନିମନ୍ତେ ଏକ ଶୈଳୀ ରହିଛି, ତେବେ ତୁମେ ତାହା ଏଠାରେ ବ୍ୟବହାର କରିବା ନିମନ୍ତେ ବିଚାର କରିପାର I (ଦେଖ: [[rc://*/ta/man/translate/figs-you]] )
# the grainfields
ଏକ୍ଷେତ୍ରରେ, ଏଗୁଡିକ ଭୂମିର ବିଶାଳ ଅଂଶଗୁଡିକ ଅଟେ ଯେଉଁଠାରେ ଲୋକମାନେ ଗହମ ବୀଜକୁ ବିଞ୍ଚି ଦେଇଥିଲେ ଯେପରି ଅଧିକ ଗହମ ଉତ୍ପନ୍ନ ହେବ I
# heads of grain
ଏହା ଶସ୍ୟ ଗଛର ସର୍ବାଗ୍ର ଅଂଶ ଅଟେ, ଯାହା ଏକ ପ୍ରକାର ବଡ଼ ଘାସ ଅଟେ I ଏହା ଗଛର ପରିପକ୍ବ, ଭକ୍ଷଣୀୟ ବୀଜଗୁଡିକୁ ଧାରଣ କରିଥାଏ I
# rubbing them in their hands
ସେମାନେ ଶସ୍ୟ ବୀଜଗୁଡିକୁ ପୃଥକ୍ କରିବା ନିମନ୍ତେ ଏହା କଲେ I ଏହାକୁ ସ୍ପଷ୍ଟ ଭାବରେ ବ୍ୟକ୍ତ କରାଯାଇପାରିବ I ବିକଳ୍ପ ଅନୁବାଦ: “ସେମାନେ ଚଷୁରୁ ଶସ୍ୟ ଦାନାଗୁଡିକୁ ପୃଥକ୍ କରିବା ନିମନ୍ତେ ସେମାନଙ୍କ ହାତରେ ମଳିଲେ” (ଦେଖ: [[rc://*/ta/man/translate/writing-newevent]] )