or_tn/luk/03/08.md

20 lines
2.2 KiB
Markdown
Raw Permalink Normal View History

2020-11-19 00:15:53 +00:00
# produce fruits that are worthy of repentance
ଏହି ରୂପକରେ, ଜଣେ ବ୍ୟକ୍ତିର ବ୍ୟବହାରକୁ ଫଳ ସହିତ ତୁଳନା କରାଯାଇଛି I ଯେପରି ଏକ ବୃକ୍ଷଠାରୁ ଫଳ ଉତ୍ପନ୍ନ କରିବ ବୋଲି ଅପେକ୍ଷା କରାଯାଇଥାଏ, ଯାହା ସେପ୍ରକାର ବୃକ୍ଷ ପକ୍ଷରେ ଯଥୋଚିତ ଅଟେ, ଜଣେ ବ୍ୟକ୍ତି ଯିଏ କହେ ଯେ ସେ ଅନୁତାପ କରିଛି, ତାହାଠାରୁ ଧାର୍ମିକ ଜୀବନ କାଟିବା ଅପେକ୍ଷା କରାଯାଏ I ବିକଳ୍ପ ଅନୁବାଦ: “ସେପରି ଫଳ ଉତ୍ପନ୍ନ କର ଯାହା ଦର୍ଶାଇବ ଯେ ତୁମେ ମନପରିବର୍ତ୍ତନ କରିଛ” ବା “ଉତ୍ତମ କାର୍ଯ୍ୟଗୁଡିକ କର, ଯାହା ଦର୍ଶାଇବ ଯେ ତୁମର ପାପରୁ ବିମୁଖ ହୋଇ ତୁମେ ଫେରିଛ” (ଦେଖ: [[rc://*/ta/man/translate/figs-metaphor]] )
# to say within yourselves
ତୁମ୍ଭେମାନେ ନିଜନିଜକୁ କହିବା ବା “ଚିନ୍ତା କରିବା”
# We have Abraham for our father
ଅବ୍ରହାମ ଆମ୍ଭମାନଙ୍କର ପୂର୍ବପୁରୁଷ ବା “ଆମ୍ଭେମାନେ ଅବ୍ରହାମଙ୍କ ବଂଶଧରଗଣ I” ଯଦି ଏହା ଅସ୍ପଷ୍ଟ ଯେ ସେମାନେ କାହିଁକି ଏହା କହିବେ, ତେବେ ତୁମେ ଅନ୍ତର୍ନିହିତ ତଥ୍ୟକୁ ମଧ୍ୟ ଯୋଗ କରିପାରିବ: “ଅତଏବ ଈଶ୍ୱର ଆମ୍ଭମାନଙ୍କୁ ଦଣ୍ଡ ଦେବେ ନାହିଁ I” (ଦେଖ: [[rc://*/ta/man/translate/figs-explicit]])
# to raise up children for Abraham
ଅବ୍ରହାମଙ୍କ ନିମନ୍ତେ ସନ୍ତାନଗଣ ସୃଷ୍ଟି କରିବେ
# from these stones
ହୁଏତ ଯୋହନ ଯର୍ଦ୍ଦନ ନଦୀ କୂଳରେ ଥିବା ବାସ୍ତବ ପ୍ରସ୍ତରଗୁଡିକ ଆଡ଼କୁ ଇଙ୍ଗିତ କରୁଥିଲେ I