or_tn/luk/01/55.md

8 lines
848 B
Markdown
Raw Permalink Normal View History

2020-11-19 00:15:53 +00:00
# as he spoke to our fathers
ସେ ଯେପରି ଆମର ପିତୃପୁରୁଷମାନଙ୍କୁ ପ୍ରତିଜ୍ଞା କରିଥିଲେ ସେହିପରି ସେ କାର୍ଯ୍ୟ କରିବେ I ଏହି ପଦ ଅବ୍ରହାମଙ୍କ ପ୍ରତି ଈଶ୍ୱର କରିଥିବା ପ୍ରତିଜ୍ଞା ସମ୍ପର୍କରେ ପଟ୍ଟଭୂମି ସମ୍ପର୍କୀୟ ତଥ୍ୟ ଯୋଗାଇଥାଏ I ବିକଳ୍ପ ଅନୁବାଦ: “ ଯେହେତୁ ସେ ଆମର ପିତୃପୁରୁଷମାନଙ୍କୁ ପ୍ରତିଜ୍ଞା କରିଥିଲେ ତେଣୁକରି ସେ ଦୟାଳୁ ହେବେ” (ଦେଖ: [[rc://*/ta/man/translate/writing-background]])
# his descendants
ଅବ୍ରହାମଙ୍କ ବଂଶଧର