# as he spoke to our fathers ସେ ଯେପରି ଆମର ପିତୃପୁରୁଷମାନଙ୍କୁ ପ୍ରତିଜ୍ଞା କରିଥିଲେ ସେହିପରି ସେ କାର୍ଯ୍ୟ କରିବେ I ଏହି ପଦ ଅବ୍ରହାମଙ୍କ ପ୍ରତି ଈଶ୍ୱର କରିଥିବା ପ୍ରତିଜ୍ଞା ସମ୍ପର୍କରେ ପଟ୍ଟଭୂମି ସମ୍ପର୍କୀୟ ତଥ୍ୟ ଯୋଗାଇଥାଏ I ବିକଳ୍ପ ଅନୁବାଦ: “ ଯେହେତୁ ସେ ଆମର ପିତୃପୁରୁଷମାନଙ୍କୁ ପ୍ରତିଜ୍ଞା କରିଥିଲେ ତେଣୁକରି ସେ ଦୟାଳୁ ହେବେ” (ଦେଖ: [[rc://*/ta/man/translate/writing-background]]) # his descendants ଅବ୍ରହାମଙ୍କ ବଂଶଧର