or_tn/jud/01/01.md

12 lines
1.2 KiB
Markdown
Raw Permalink Normal View History

2020-11-19 00:15:53 +00:00
# General Information:
ଯିହୂଦା ଏହି ପତ୍ରର ଲେଖକ ଭାବରେ ଆପଣାର ପରିଚୟ ଦିଅନ୍ତି ଓ ଆପଣା ପାଠକମାନଙ୍କୁ ଅଭିବାଦନ ଜଣାଉଛନ୍ତି I ସେ ସମ୍ଭବତଃ ଯୀଶୁଙ୍କର ଭ୍ରାତା ଥିଲେ I ନୂତନ ନିୟମରେ ଅନ୍ୟ ଦୁଇଜଣ ଯିହୂଦାଙ୍କ ବିଷୟରେ ଉଲ୍ଲେଖ କରାଯାଏ I ଏହି ପତ୍ରରେ ଏହି ପତ୍ରରେ “ତୁମ୍ଭେମାନେ” ଶବ୍ଦ ଖ୍ରୀଷ୍ଟିୟାନମାନଙ୍କୁ ବୁଝାଏ ଯେଉଁମାନଙ୍କ ନିକଟକୁ ଯିହୁଦା ଲେଖୁଛନ୍ତି ଓ ଏହା ସର୍ବଦା ବହୁବଚନ ଅଟେ I (See: [[rc://*/ta/man/translate/figs-you]])
# Jude, a servant of
ଯିହୂଦା ଯାକୁବଙ୍କ ଭ୍ରାତା ଥିଲେ I ଅନ୍ୟଏକ ଅନୁବାଦରେ: “ମୁଁ ଯିହୂଦା, ଜଣେ ଦାସ” (See: [[rc://*/ta/man/translate/translate-names]])
# brother of James
ଯାକୁବ ଓ ଯିହୂଦା ଯୀଶୁଙ୍କ ଭ୍ରାତା ଥିଲେ I