# General Information: ଯିହୂଦା ଏହି ପତ୍ରର ଲେଖକ ଭାବରେ ଆପଣାର ପରିଚୟ ଦିଅନ୍ତି ଓ ଆପଣା ପାଠକମାନଙ୍କୁ ଅଭିବାଦନ ଜଣାଉଛନ୍ତି I ସେ ସମ୍ଭବତଃ ଯୀଶୁଙ୍କର ଭ୍ରାତା ଥିଲେ I ନୂତନ ନିୟମରେ ଅନ୍ୟ ଦୁଇଜଣ ଯିହୂଦାଙ୍କ ବିଷୟରେ ଉଲ୍ଲେଖ କରାଯାଏ I ଏହି ପତ୍ରରେ ଏହି ପତ୍ରରେ “ତୁମ୍ଭେମାନେ” ଶବ୍ଦ ଖ୍ରୀଷ୍ଟିୟାନମାନଙ୍କୁ ବୁଝାଏ ଯେଉଁମାନଙ୍କ ନିକଟକୁ ଯିହୁଦା ଲେଖୁଛନ୍ତି ଓ ଏହା ସର୍ବଦା ବହୁବଚନ ଅଟେ I (See: [[rc://*/ta/man/translate/figs-you]]) # Jude, a servant of ଯିହୂଦା ଯାକୁବଙ୍କ ଭ୍ରାତା ଥିଲେ I ଅନ୍ୟଏକ ଅନୁବାଦରେ: “ମୁଁ ଯିହୂଦା, ଜଣେ ଦାସ” (See: [[rc://*/ta/man/translate/translate-names]]) # brother of James ଯାକୁବ ଓ ଯିହୂଦା ଯୀଶୁଙ୍କ ଭ୍ରାତା ଥିଲେ I