or_tn/jhn/21/16.md

8 lines
859 B
Markdown
Raw Permalink Normal View History

2020-11-19 00:15:53 +00:00
# do you love me
ଏଠାରେ “ପ୍ରେମ” ଈଶ୍ବରଙ୍କଠାରୁ ଆସୁଥିବା ପ୍ରେମକୁ ବୁଝାଏ, ଯାହା ଅନ୍ୟମାନଙ୍କ ମଙ୍ଗଳ ସାଧନ ନିମନ୍ତେ ଉଦ୍ଦିଷ୍ଟ ଅଟେ, ଏପରିକି ଯେତେବେଳେ ଜଣକର ଉପକାରରେ ଆସି ନଥାଏ I
# Take care of my sheep
ଏଠାରେ “ମେଷ” ଏକ ରୂପକ ଅଟେ, ଯାହା ଯୀଶୁଙ୍କୁ ପ୍ରେମକରି ତାହାଙ୍କ ଅନୁଗମନ କରୁଥିବା ଲୋକମାନଙ୍କୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ମୁଁ ଯତ୍ନ ନେଉଥିବା ଲୋକମାନଙ୍କର ଯତ୍ନ ନିଅ” (ଦେଖ: [[rc://*/ta/man/translate/figs-metaphor]])