# do you love me ଏଠାରେ “ପ୍ରେମ” ଈଶ୍ବରଙ୍କଠାରୁ ଆସୁଥିବା ପ୍ରେମକୁ ବୁଝାଏ, ଯାହା ଅନ୍ୟମାନଙ୍କ ମଙ୍ଗଳ ସାଧନ ନିମନ୍ତେ ଉଦ୍ଦିଷ୍ଟ ଅଟେ, ଏପରିକି ଯେତେବେଳେ ଜଣକର ଉପକାରରେ ଆସି ନଥାଏ I # Take care of my sheep ଏଠାରେ “ମେଷ” ଏକ ରୂପକ ଅଟେ, ଯାହା ଯୀଶୁଙ୍କୁ ପ୍ରେମକରି ତାହାଙ୍କ ଅନୁଗମନ କରୁଥିବା ଲୋକମାନଙ୍କୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ମୁଁ ଯତ୍ନ ନେଉଥିବା ଲୋକମାନଙ୍କର ଯତ୍ନ ନିଅ” (ଦେଖ: [[rc://*/ta/man/translate/figs-metaphor]])