or_tn/jhn/19/22.md

4 lines
554 B
Markdown
Raw Permalink Normal View History

2020-11-19 00:15:53 +00:00
# What I have written I have written
ପୀଲାତ ସୂଚାଉଛନ୍ତି ଯେ ସେ ଅଭିଯୋଗ ପତ୍ରରେ ଥିବା ଶବ୍ଦଗୁଡିକ ପରିବର୍ତ୍ତନ କରିବେ ନାହିଁ I ଅନ୍ୟ ଏକ ଅନୁବାଦରେ: “ମୁଁ ଯାହା ଲେଖିବାକୁ ଇଚ୍ଛା କଲି, ତାହା ଲେଖିଅଛି, ଆଉ ମୁଁ ତାହା ପରିବର୍ତ୍ତନ କରିବି ନାହିଁ” (ଦେଖ: [[rc://*/ta/man/translate/figs-explicit]])