# What I have written I have written ପୀଲାତ ସୂଚାଉଛନ୍ତି ଯେ ସେ ଅଭିଯୋଗ ପତ୍ରରେ ଥିବା ଶବ୍ଦଗୁଡିକ ପରିବର୍ତ୍ତନ କରିବେ ନାହିଁ I ଅନ୍ୟ ଏକ ଅନୁବାଦରେ: “ମୁଁ ଯାହା ଲେଖିବାକୁ ଇଚ୍ଛା କଲି, ତାହା ଲେଖିଅଛି, ଆଉ ମୁଁ ତାହା ପରିବର୍ତ୍ତନ କରିବି ନାହିଁ” (ଦେଖ: [[rc://*/ta/man/translate/figs-explicit]])