or_tn/jhn/18/30.md

8 lines
782 B
Markdown
Raw Permalink Normal View History

2020-11-19 00:15:53 +00:00
# If this man was not an evildoer, we would not have given him over to you
ତୁମେ ଏହି ଯୁଗ୍ମ ନକାରାତ୍ମକ ବିଷୟକୁ ସକାରାତ୍ମକ ଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଏ ଲୋକଟି ଜଣେ ଦୁଷ୍କର୍ମକାରୀ ଅଟେ, ଆଉ ଆମ୍ଭେମାନେ ଏହାକୁ ଦଣ୍ଡ ଦେବା ନିମନ୍ତେ ଆପଣଙ୍କ ନିକଟକୁ ଆଣିବାକୁ ପଡିଲା”(ଦେଖ: [[rc://*/ta/man/translate/figs-doublenegatives]])
# given him over
ଏଠାରେ ଏହି ବାକ୍ୟାଂଶର ଅର୍ଥ ଜଣେ ଶତ୍ରୁକୁ ହସ୍ତାର୍ପଣ କରିବା I