# If this man was not an evildoer, we would not have given him over to you ତୁମେ ଏହି ଯୁଗ୍ମ ନକାରାତ୍ମକ ବିଷୟକୁ ସକାରାତ୍ମକ ଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଏ ଲୋକଟି ଜଣେ ଦୁଷ୍କର୍ମକାରୀ ଅଟେ, ଆଉ ଆମ୍ଭେମାନେ ଏହାକୁ ଦଣ୍ଡ ଦେବା ନିମନ୍ତେ ଆପଣଙ୍କ ନିକଟକୁ ଆଣିବାକୁ ପଡିଲା”(ଦେଖ: [[rc://*/ta/man/translate/figs-doublenegatives]]) # given him over ଏଠାରେ ଏହି ବାକ୍ୟାଂଶର ଅର୍ଥ ଜଣେ ଶତ୍ରୁକୁ ହସ୍ତାର୍ପଣ କରିବା I